Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ମନକୀ ବାତରେ ମୋଦୀ କଲେ ପଟେଲଙ୍କ ଗୁଣଗାନ, ନେହରୁ-ଇନ୍ଦିରାଙ୍କୁ ବି ମନେ ପକାଇଲେ

Total Views 49

ଆଜି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକୀବାତ୍ କାର୍ଯ୍ୟକ୍ରମର ୩୭ତମ ସଂସ୍କରଣ । ଏହାକୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଛଟ୍ ପାଳନର ମହିମା ବଖାଣିଥିଲେ । ମୋଦି କହିଥିଲେ କି ଛଟ୍ ମହାପର୍ବ ପ୍ରକୃତି ସହିତ ଜଡ଼ିତ । ପ୍ରକୃତି ସୁରକ୍ଷାର ଏହିି ପର୍ବରେ ନଦୀ ଘାଟ ସଫା କରାଯିବା ସହିତ ଉଦିତ ଓ ଅସ୍ତଗାମୀ ସୂର୍ଯ୍ୟଙ୍କର ପୂଜା କରାଯାଏ ।

ଖଦୀ ପ୍ରତି ଦେଶବାସୀଙ୍କ ଆଗ୍ରହ ବଢୁଥିବା ସୂଚାଇଥିଲେ ମୋଦି । ଧନ ତେରାସ ଦିନ ଦିଲ୍ଲୀର ଏକ ଖଦୀ ଭଣ୍ଡାରରେ ରେକର୍ଡ ପରିମାଣର ୧.୨ କୋଟିର ବିକ୍ରୀ ବଟ୍ଟା ହୋଇଥିବାର ସେ ସୂଚନା ଦେଇଥିଲେ । ଏହି ଖଦୀ ଏବେ ପରିବର୍ତନ ପାଇଁ ବ୍ୟବହାର କରାଯିବାର ସମୟ ଆସିଛି ବୋଲି ସେ ଦର୍ଶାଇଥିଲେ । ମୋ ପାଇଁ ଦୀପାବଳୀ ଏକ ବିଶେଷ ଅବସର ଆଣି ଦେଇଥିଲା । ସେନାଙ୍କ ଭିତରେ ଦୀପାବଳୀ ବିତାଇବାର ସୁଯୋଗ ମିଳିଥିଲା । ଏହା ମୋ ପାଇଁ ଅବିସ୍ମରଣୀୟ ହୋଇରହିବ ।

ଭାରତୀୟ କ୍ରୀଡ଼ା ବିଶେଷ କରି ବ୍ୟାଡ଼ମିଂଟନ ଖେଳକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଗୁରୁନାନକ ଜନ୍ମଦିନ ଆଗକୁ ଆସୁଥିବା ସୂଚାଇ ସେ କହିଥିଲେ କି ଗୁରୁନାନକ ମହିଳା ସଶକ୍ତିକରଣ ଏବଂ ଜାତିବାଦର ବିଲୋପ ଦିଗରେ ନାନକଙ୍କ ଭୂମିକା ଥିଲା । ଆଧୁନିକ ଭାରତର ନିର୍ମାଣ ଦିଗରେ ସର୍ଦ୍ଧାର ପଟେଲଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଥିବା ସେ କହିଥିଲେ ।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...