Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ଗୁଜରାତ ନିର୍ବାଚନ ସମୟରେ ମୁମ୍ବାଇ ପରି ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆତଙ୍କୀ ! ସୁରକ୍ଷା ଏଜେନ୍ସି ଆଲର୍ଟ

Total Views 48

ଆତଙ୍କବାଦକୁ ନେଇ ଭାରତ ଓ ଆମେରିକା ପକ୍ଷରୁ ଶେଷ ଚେତାବନୀ ମିଳିବା ପରେ ମଧ୍ୟ ପାକିସ୍ତାନ ନିଜର ଆଭିମୁଖ୍ୟ ବଦଳାଉନାହିଁ। ଏବେ ଗୁଜରାତ ନିର୍ବାଚନ ସମୟରେ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ପାକିସ୍ତାନୀ ଆତଙ୍କୀ ୨୬/୧୧ ମୁମ୍ବାଇ ଆକ୍ରମଣର ପରି ଗୁଜରାତ ବିଧାନସଭା ନିର୍ବାଚନ ସମୟରେ ବଡ଼ ଆକ୍ରମଣ କରିବା ଉଦ୍ଦେଶ୍ୟରେ ରହିଛନ୍ତି।



ପାକିସ୍ତାନର ଏହି ଉଦ୍ଦେଶ୍ୟକୁ ଠଉରେଇ ଭାରତୀୟ ସୁରକ୍ଷା ଏଜେନ୍ସି ମଧ୍ୟ ସତର୍କ ହୋଇ ଯାଇଛନ୍ତି। ପାକିସ୍ତାନୀ ସମୁଦ୍ର ସୁରକ୍ଷା ଏଜେନ୍ସି ଦୁଇ ଦିନ ପୂର୍ବେ ଅନ୍ତରାଷ୍ଟ୍ରୀୟ ସୀମାରୁ ଭାରତୀୟ ମତ୍ସ୍ୟଜୀବିଙ୍କ ଦୁଇଟି ନୌକା ଧରିଥିଲା। ବିଶେଷ କଥା ପାକିସ୍ତାନୀ ସମୁଦ୍ରୀ ସୁରକ୍ଷା ଏଜେନ୍ସି ଭାରତୀୟ ମତ୍ସ୍ୟଜୀବିଙ୍କୁ ଛାଡି ଦେଇଥିଲା। କିନ୍ତୁ ମତ୍ସ୍ୟଜୀବିଙ୍କ ବାୟୋମେଟ୍ରିକ କାର୍ଡ ଓ ଜରୁରୀ କାଗଜପତ୍ର ନିଜ ପାଖରେ ରଖି ନେଇଛନ୍ତି।



ଭାରତୀୟ ସୁରକ୍ଷା ଏଜେନ୍ସିକୁ ଆଶଙ୍କା ଯେ ପାକିସ୍ତାନୀ ମତ୍ସ୍ୟଜୀବି ଏହି କାଗଜପତ୍ର ଓ ବାୟୋମେଟ୍ରିକ କାର୍ଡକୁ ବ୍ୟବହାର କରି ଭାରତରେ ନୌକା ଜରିଆରେ ଅନୁପ୍ରବେଶ କରି ଗୁଜରାତ ନିର୍ବାଚନ ସମୟରେ ଆତଙ୍କୀ ଆକ୍ରମଣ କରି ପାରନ୍ତି। ପାକିସ୍ତାନ ପକ୍ଷରୁ ଏହି ଆତଙ୍କୀ ଆକ୍ରମଣକୁ ଦେଖି ଭାରତୀୟ ସୁରକ୍ଷା ଏଜେନ୍ସି ଆଲର୍ଟ ହୋଇଯାଇଛନ୍ତି।



Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...