Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ମୋଦିଙ୍କ ଶିବ ଆରାଧନା ! କେଦାରନାଥ ଗର୍ଭଗୃହରେ ରୁଦ୍ରାଭିଷେକ କଲେ ପ୍ରଧାନମନ୍ତ୍ରୀ

Total Views 72

ମୋଦିଙ୍କ ଶିବ ଆରାଧନା । କେଦାରନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜାର୍ଚନା । କେଦାରନାଥ ମନ୍ଦିରର ଗର୍ଭଗୃହରେ ପ୍ରାୟ ୨୦ମିନିଟ ଧରି ପୂଜାର୍ଚନା କରିଛନ୍ତି ମୋଦି । ଏହାସହ ରୁଦ୍ରାଭିଶେକ ମଧ୍ୟ କରିଛନ୍ତି । ମୋଦିଙ୍କ ଗସ୍ତ ପାଇଁ ମନ୍ଦିରକୁ ଫୁଲରେ ସଜାଯାଇଥିଲା । ଏହାସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା । ଦିନିକିଆ କେଦାରନାଥ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସେ ମନ୍ଦିର ପରିସର ବୁଲି ଦେଖିଛନ୍ତି ।

ଏହାପରେ କେଦାରପୁରୀରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବେ ମୋଦି । ସେଠାରେ ବିଭିନ୍ନ ବିକାଶ ମୂଳକ ଯୋଜନାର ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଜନସଭାରେ ପାଖାପାଖି ୫ହଜାର ଲୋକ ସାମିଲ ହେବା ନେଇ ସୂଚନା ରହିଛି । ୨୦୧୩ରେ ହୋଇଥିବା ବନ୍ୟାରେ କେଦାରନାଥ ବେଶ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ପ୍ରାୟ ୪ହଜାର ୫ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ମେ’ ରେ ମଧ୍ୟ କେଦାରନାଥ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଆଜି ପୁଣି ଥରେ ଦିନିକିଆ କେଦାରନାଥ ଗସ୍ତରେ ଯାଇଛନ୍ତି ମୋଦି ।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...