Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ସୋମାଲିଆ: ମୋଗାଦିଶୁରେ ଦୁଇଟି ବୋମା ବିସ୍ଫୋରଣ, ୧୮୯ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା

Total Views 65

ସୋମାଲିଆର ରାଜଧାନୀ ମୋଗାଦିଶୁରେ ଶନିବାର ହୋଇଥିବା ଦୁଇଟି ଭୟଙ୍କର ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୧୮୯ରେ ପହଞ୍ଚିଛି। ୨୦୦୭ରେ ଏଠାରେ ଆରମ୍ଭ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟରୁ ଏହି ଏହା ଏପର୍ୟ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ପୋଲିସ ମୁତାବକ କେ୫ ଇଣ୍ଟରସେକ୍ସନର ଏକ ହୋଟେଲ ବାହାରେ ଏହି ବିସ୍ଫୋରଣ ଘଟିଛି। ଏହି ଇଲାକାରେ ସରକାରୀ କାର୍ୟ୍ୟାଳୟ, ରେସ୍ତୋରାଁ, ଟେଲିଫୋନ୍ ବୁଥ ଏବଂ ଅନେକ କୋଠା ରହିଛି। ଏହି ଭୟଙ୍କର ବିସ୍ପୋରଣରେ ଅନେକ ଗାଡିରେ ନିଆଁ ଲାଗି ଯାଇଥିଲା। ଏହାର ଠିକ୍ ଦୁଇ ଘଣ୍ଟା ପରେ ମେଦିନା ଜିଲ୍ଲାରେ ଆଉ ଏକ ବିସ୍ଫୋରଣ କରିଛି।

ପୋଲିସ ମୁତାବକ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୧୮୯ରେ ପହଞ୍ଚିବା ବେଳେ ୨୦୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିଲେ। ଏହି ଘଟଣାରେ ଏପର୍ୟ୍ୟନ୍ତ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଅଲକାଏଦା ସହ ଜଡ଼ିତ ଅଲ ଶବାବ ସଂଗଠନ ବେଳେବେଳେ ଏମିତି ଘଟଣା ଘଟାଇଥାନ୍ତି।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...