Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ତାମିଲନାଡୁ : ବସଷ୍ଟାଣ୍ଡ ଛାତ ଭୁଶୁଡି ପଡିବାରୁ ୯ ଜଣ ମୃତ

Total Views 60

ତାମିଲନାଡୁରେ ଅଭାବନୀୟ ଘଟଣା । ବସ୍ ଷ୍ଟାଣ୍ଡ ଛାତ ଭୁଶୁଡି ପଡିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ଦେଖିବାକୁ ମିଳିଛି କୋୟାମ୍ବାଟୁର ସହରର ସୋମାନୁର୍ ଅଂଚଳରେ । ଗୁରୁବାର ଅପରାହ୍ନରେ ସୋମାନୁର ସ୍ଥାନୀୟ ବସ ଷ୍ଟାଣ୍ଡର ୧୦ ଫୁଟ ଉଚ୍ଚରେ ଥିବା କଂକ୍ରିଟ୍ ଛାତ ହଠାତ୍ ଭୁଶୁଡି ପଡିଥିଲା । ସ୍ଥାନୀୟ ପୋଲିସ୍ ଏବଂ ଫାୟାର୍ ବ୍ରିଗେଡ୍ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଥିଲେ ।

ଶେଷ ଖବର ସୁଦ୍ଧା ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ପୋଲିସ୍ ୧୦ ଜଣ ଆହତଙ୍କୁ ଉଦ୍ଧାର କରିଛି । ଆହୁରି ୨୦ ଜଣ ଭଙ୍ଗା ଛାତ ତଳେ ଦବି ହୋଇଥିବା ପୋଲିସ୍ ଅନୁମାନ କରୁଛି । ଉଦ୍ଧାର ହୋଇଥିବା ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତିି କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବସ ଷ୍ଟାଣ୍ଡ ଛାତ ବହୁତ ଦୁର୍ବଳ ଥିଲା, ଛାତରୁ ପାଣି ଲିକ୍ ହେଉଥିଲା । ଯେଉଁଥିପାଇଁ ଏ ଅଭାବନୀୟ ଘଟଣା ଘଟିଛି ।

Latest News

ଇର୍ମା ବାତ୍ୟା ଯୋଗୁଁ ଫ୍ଲୋରିଡାରେ ୪ ନିୟୁତ ଘରେ ଅନ୍ଧକାର
 ରବିବାର ଦିନ ଫ୍ଲୋରିଡାରେ ଇର୍ମା ବାତ୍ୟା ଯ...


ମହିଳା ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା!
 ବରିଷ୍ଠ ମହିଳା ସାମ୍ବାଦିକ ତଥା ସମାଜ କର୍ମ...


ମୁମ୍ବାଇରେ କୋଠା ଭୁଶୁଡ଼ି ୧୦ ମୃତ, ୩୩ ଫସିଥିବା ଆଶଙ୍କା,
 ମୁମ୍ବାଇର ଡୋଙ୍ଗ୍ରି ନିକଟସ୍ଥ ଜେ.ଜେ ଫ୍ଲା...


ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷର ଜେଲ ସଜା
 ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷ...