Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ବ୍ରିକ୍ସ ସମ୍ମିଳନୀରେ ମୋଦିଙ୍କ ଉଦବୋଧନ ! କହିଲେ, ଶାନ୍ତି ଓ ବିକାଶ ପାଇଁ ପରସ୍ପର ସହଯୋଗ ଜରୁରୀ

Total Views 59

ଚୀନର ଜିଆମେନ ସହରରେ ଆରମ୍ଭ ହୋଇଛି ତିନି ଦିନିଆ ବ୍ରିକ୍ସ ସମ୍ମିଳନୀ । ସଦସ୍ୟ ରାଷ୍ଟ୍ରମାନେ ପରସ୍ପର ମଧ୍ୟରେ ରହିଥିବା ବିବାଦ ଦୂରେଇ ଆସ୍ଥା ଓ ବିଶ୍ୱାସ ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ସଂଗଠନର ଅଧ୍ୟକ୍ଷ ଚୀନ ରାଷ୍ଟ୍ରପତି ଜିନିପିଙ୍ଗ ଆହ୍ୱାନ କରିଛନ୍ତି । ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବ୍ରାଜିଲ, ଋଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରମୁଖ୍ୟ ଯୋଗ ଦେଇଛନ୍ତି ।

ଏହି ୩ ଦିନିଆ ସମ୍ମିଳନୀରେ ପାରସ୍ପରିକ ସହଯୋଗ ନେଇ ଆଲୋଚନା କରିବେ ରାଷ୍ଟ୍ରମୁଖ୍ୟ । ଏହି ସମ୍ମିଳନୀରେ ଅର୍ଥନୀତି ଏବଂ ନିରାପତା ଭଳି ବହୁପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସଂଭାବନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନର ଜିଆମେନ୍ରେ ବ୍ରିକ୍ସ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି ଶାନ୍ତି ଓ ବିକାଶ ପାଇଁ ପରସ୍ପର ସହଯୋଗ ଜରୁରୀ । ଭାରତର ୮୦ କୋଟି ଯୁବକ ଦେଶର ଶକ୍ତି ବୋଲି କହିଛନ୍ତି ମୋଦି । କଳାଧନ ଓ ଦୁର୍ନୀତି ବିରୋଧରେ ଲଢେଇ ଜାରି ରହିଛି ।

Latest News

ଇର୍ମା ବାତ୍ୟା ଯୋଗୁଁ ଫ୍ଲୋରିଡାରେ ୪ ନିୟୁତ ଘରେ ଅନ୍ଧକାର
 ରବିବାର ଦିନ ଫ୍ଲୋରିଡାରେ ଇର୍ମା ବାତ୍ୟା ଯ...


ମହିଳା ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା!
 ବରିଷ୍ଠ ମହିଳା ସାମ୍ବାଦିକ ତଥା ସମାଜ କର୍ମ...


ମୁମ୍ବାଇରେ କୋଠା ଭୁଶୁଡ଼ି ୧୦ ମୃତ, ୩୩ ଫସିଥିବା ଆଶଙ୍କା,
 ମୁମ୍ବାଇର ଡୋଙ୍ଗ୍ରି ନିକଟସ୍ଥ ଜେ.ଜେ ଫ୍ଲା...


ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷର ଜେଲ ସଜା
 ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷ...