Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ଅକାଲତଖତ ଏକ୍ସପ୍ରେସର ଶୌଚାଳୟରୁ ବିସ୍ଫୋରକ ସାମଗ୍ରୀ ଜବତ

Total Views 103

କୋଲକାତାରୁ ଅମୃତସର ଯାଉଥିବା ୧୨୩୧୭ ଅପ ଅକାଲତଖତ ଏକ୍ସପ୍ରେସ ଟ୍ରେନର ଏକ ଶୌଚାଳୟରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ସମ୍ପର୍କରେ ଯାତ୍ରୀଙ୍କୁ ସୂଚନା ମିଳିବା ପରେ ଟ୍ରେନରେ ଭୟଙ୍କର ବାତାବରଣ ଦେଖାଯାଇଥିଲା । ବୁଧବାର ବିଳମ୍ବିତ ରାତି ପାଖାପାଖି ୧ଟାରେ ଟ୍ରେନର ବି-୩ଏସି କୋଚରେ ବମ ଥିବା ସୂଚନା ମିଳିଥିଲା । ଏହା ପରେ ଟ୍ରେନକୁ ଉତ୍ତରପ୍ରଦେଶର ଆମେଠି ଜିଲ୍ଲା ଅନ୍ତର୍ଗତ ଇହ୍ନୋନା ନିକଟରେ ଥିବା ଅକବରଗଞ୍ଜ ହଲ୍ଟରେ ଅଟକାଇ ଦିଆଯାଇଛି । ବିଶେଷ ସୂଚନା ମିଳିବା ପରେ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଓହ୍ଲାଇ ଯାଞ୍ଚ ଆରମ୍ଭ କରି ଦେଇଥିଲେ ।

ଆକବରଗଞ୍ଜ ଷ୍ଟେସନରେ ଅକାଲତଖତ ଏକ୍ସପ୍ରେସ ଟ୍ରେନର ବି-୩ କୋଚର ଶୌଚାଳୟରୁ ବୋମା ଭଳି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ବୋମା ନିଷ୍କ୍ରିୟକାରୀ ଟିମ ଘଟଣାସ୍ଥଳକୁ ପହଞ୍ଚି ଶୌଚାଳୟରୁ ବୋମା ଉଦ୍ଧାର କରିଛନ୍ତି । ଆରପିଏଫ ଟିମ କହିଛନ୍ତି, କମ ତୀବ୍ରତା ଯୁକ୍ତ ବୋମା ଉଦ୍ଧାର କରାଯାଇଛି । ସେ କହିଛନ୍ତି, ଏହି ଟ୍ରେନକୁ ଛାନବିନ କରାଯାଇଛି ଓ ଭଲଭାବରେ ଯାଞ୍ଚ କରାଯିବା ପରେ ଟ୍ରେନକୁ ଗନ୍ତବ୍ୟସ୍ଥଳରେ ଛଡାଯିବ ।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...